ଜୁଡ଼ିରେ ବସିବା
ଦେଖଣା
ଜୁଡ଼ିରେ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୁଡ଼ିରେ ବସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଦଉରା ମକଦ୍ଦମା ବିଚାର ସମୟରେ ଜଜଙ୍କ ନିକଟ ଜୁରିରୂପେ ନିମନ୍ତ୍ରିତ ହୋଇ ଯାଇ ବସିବା — To sit on a jury.
[ଦ୍ରଷ୍ଟବ୍ୟ —ମଫସଲରେ ଏହା ସମ୍ମାନସୂଚକ]
ଜୁଡ଼ିରେ ବସିବା
|
ଦଉରା ମକଦ୍ଦମା ବିଚାର ସମୟରେ ଜଜଙ୍କ ନିକଟ ଜୁରିରୂପେ ନିମନ୍ତ୍ରିତ ହୋଇ ଯାଇ ବସିବା — To sit on a jury.
[ଦ୍ରଷ୍ଟବ୍ୟ —ମଫସଲରେ ଏହା ସମ୍ମାନସୂଚକ]