Jump to content

ଜୁଡ଼୍ୱୁଡ଼୍

ଉଇକିଅଭିଧାନ‌ରୁ

ଜୁଡ଼୍ୱୁଡ଼୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ଅ.

[ସମ୍ପାଦନା]

ତୈଳ ବା ଜଳାଦିଦ୍ୱାରା ଅତ୍ୟନ୍ତ ଆର୍ଦ୍ର; (ଯେପରି କି ଦେହରୁ ତେଲ ବା ପାଣି ବୋହି ପଡ଼ୁ— ଥାଏ); (ତେଲ ବା ପାଣି) ସରସର —With water or oil dripping from the body.

(ଯଥା—ତା ଦିହଯାକ ପାଣିରେ ଜୁଡ଼୍ୱୁଡ଼୍ ହୋଇଛି; ସେ ଜୁଡ଼୍ ବୁଡ଼୍ କରି ତେଲ ଲଗେଇଛି )