Jump to content

ଜୁଡ୍

ଉଇକିଅଭିଧାନ‌ରୁ

ଜୁଡ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - ବିଶେଷ୍ୟ - (ସମ୍ୱଲପୁର)—(ତୁଳ. ହିନ୍ଦୀ - ଜୁଡ଼୍=ଥଣ୍ଡ଼ା, ଶୀତଳ; ସଂସ୍କୃତ - ଜଡ଼; ତୁଳ. ଓ ଜାଡ଼)

[ସମ୍ପାଦନା]

ଶର୍ଦ୍ଦି —Cold.

ପ୍ରାଦେଶିକ - ବିଶେଷଣ -

[ସମ୍ପାଦନା]
୧. ନରମ —୧. Soft.
୨. ଶରଦିଆ —୨. Suffering from cold.
୩. ଥଣ୍ଡ଼ା; ଶୀତଳ —୩. Cold.