Jump to content

ଜୁତ୍

ଉଇକିଅଭିଧାନ‌ରୁ

ଜୁତ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଜୁତ୍ଜାତ୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁତି=ମିଶ୍ରଣ; ସଂସ୍କୃତ - ଯୁକ୍ତି)

[ସମ୍ପାଦନା]
୧. ଉତ୍କୃଷ୍ଟ ଧାତୁ ସହିତ ନିକୃଷ୍ଟ ଧାତୁର ମିଶ୍ରଣ —୧. Alloy.
୨. (ସଂସ୍କୃତ - ଦ୍ୟୁତି) ସ୍ୱାସ୍ଥ୍ୟ — ୨. Health.
୩. ଶରୀରର ସୌନ୍ଦର୍ଯ୍ୟ —୩. Beauty; elegance.
୪. ଶୋଭା; ଘଟଣ —୪. Symmetry; grace.
୫. (ସଂସ୍କୃତ - ଜ୍ୟୋତିଃ) ତେଜ —୫. Brightness.
୬. ସୁବିଧା —୬. Convenience.

ବିଶେଷଣ - (ସଂସ୍କୃତ - ଦ୍ୟୁତି)

[ସମ୍ପାଦନା]

ସୁନ୍ଦର; ଦିବ୍ୟ — Beautiful; worthy of appreciation.