Jump to content

ଜୁନା

ଉଇକିଅଭିଧାନ‌ରୁ

ଜୁନା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର ଓ କଳାହାଣ୍ଡ଼ି) ବିଶେଷଣ - (ସଂସ୍କୃତ - ଜୀର୍ଣ୍ଣ)

[ସମ୍ପାଦନା]
୧. ଜୀର୍ଣ୍ଣ ଓ ପୂରୁଣା —୧. Old and worn out.

ରଥ ଯାତରାକେ ରଥ ଦେଖି ଯିମି ଜୁନା ଧୁତୀ ହଲଦିଆ ସମ୍ୱଲପୁରୀ ଗୀତ

୨. ଅତି ପୁରୁଣା —୨. Very old.

ବିଶେଷ୍ୟ -

[ସମ୍ପାଦନା]

ରାଜପୁତ ରାଜାମାନଙ୍କର ଭୁକ୍ତାବଶେଷ — The remains of the partaken food of Rajput kings; the leavings of the table of kings.

[ ଦ୍ର—ରାଜାମାନେ ସାମାନ୍ତ ରାଜାମାନଙ୍କୁ ଏହି ଜୁନା ଦେଇ ସମ୍ମନିତ କରନ୍ତି ]