Jump to content

ଜୁମର

ଉଇକିଅଭିଧାନ‌ରୁ

ଜୁମର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ସଂସ୍କୃତ ବ୍ୟାକରଣ ଗ୍ରନ୍ଥବିଶେଷ — Name of a grammatical work in Sanskrit read as a primer.

ଅମର ଜୁମର ନିଠେଇ ଘୋଷ, ଆଉ ସବୁ ପାଠ ଚାଳରେ ଖୋସ—ପ୍ରବଚନ

[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ 'ସଂକ୍ଷିପ୍ତସାର'; ଜୁମରନନ୍ଦୀ ଏହି ଗ୍ରନ୍ଥରେ ବୃତ୍ତ ରଚନା କରିଥିଲେ ବୋଲି, ଏହାକୁ ଜୁମର ବ୍ୟାକରଣ ମଧ୍ୟ କହନ୍ତି]