ଜୁମିବା
ଦେଖଣା
ଜୁମିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ଆରବୀ - ଜମା)
[ସମ୍ପାଦନା]- ୧. କୌଣସି ଘଟନାକ୍ରମେ ବହୁଲୋକ ଏକତ୍ର ହେବା —୧. Gathering of a crowd on a certain occasion.
(ଯଥା—ଯାତ୍ରା ଜୁମିଛି=ଭଲ ଯାତ୍ରା ହେବାରୁ ବହୁଲୋକେ ଆକୃଷ୍ଟ ହୋଇ ତାହା ଦେଖିବାକୁ ଏକତ୍ର ହୋଇଛନ୍ତି ସେହିପରି ନାଟ ଜୁମିଛି ଏବଂ ଗାଆଣା ବାଜଣା ଜୁମିଛି ଇତ୍ୟାଦି ବ୍ୟବହୃତ ହୁଏ)
- ୨. (ନିଶା) ଜମକ୍ ହେବା; ଗାଢ଼ ହେବା — ୨. (intoxication) To reach its pitch.