ଜୁମ୍
ଦେଖଣା
ଜୁମ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯମକ; ତୁଳ=ଆରବୀ - ଜମା)
[ସମ୍ପାଦନା]- ୧. ଯାତ୍ରାଆଦିରେ ବହୁ ଜନସମାଗମ — ୧. The gathering of a large crowd attracted by a show or performance.
- ୨. ନିଶାର ଗାଢ଼ତା; ନିଶାର ମାଦକ ଜମିବା ଅବସ୍ଥା — ୨. The state of intoxication reaching its pitch or climax.
- ୩. ଆହ୍ଲାଦ; ଆନନ୍ଦ; ମଉଜ — ୩. Amusement; glee.