ଜୁର କରିବା
ଦେଖଣା
ଜୁର କରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବଳାତ୍କାର ହରଣ କରିବା — ୧. To snatch away forcibly.
- ୨. ଲୁଟିବା; ଲୁଟି କରିବା — ୨. To loot; to plunder.
ରଚି ରତ୍ନ ଭଣ୍ଡାରକୁ ଜୁରି ନାହିଁ ବାଳା ଉପେନ୍ଦ୍ରଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୩. ବିନାଶ କରିବା; ଖିନ ଖରାପ କରିବା — ୩. To commit depredation; to devastate.
- ୧. (ଲକ୍ଷଣାର୍ଥ) ଜିଣିବା —୧. (figurative) To win.
- ୨. ବଳି ପଡ଼ିବା —୨. To exceed.