ଜୁଲୁକି
ଦେଖଣା
ଜୁଲୁକି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କବାଟରେ କିଳିଣୀକୁ ଅଟକାଇବାର ଲୁହା ବା କାଠର ଆଙ୍କୁଡ଼ି; ଛିଟିକିଣି; ଢ଼ିଙ୍କିଆ; ହୁଡ଼ୂକା — ୧. A wooden or iron hook to hold the shutter-bar of a door; bolt of a door.
- ୨. ଗାଈକୁ ଦୁହିଁବା ବେଳେ ତାହାର ଆଗ ବା ପଛ ଗୋଡ଼କୁ ଛନ୍ଦିବା ଦଉଡ଼ି; ଛନ୍ଦଣୀ —୨. A string used to tie up the two fore or hind legs of a cow while she is milked.