Jump to content

ଜୁଲ୍ପିକଟା

ଉଇକିଅଭିଧାନ‌ରୁ

ଜୁଲ୍ପିକଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କେଶ ବିନ୍ୟାସ କରିବା ସମୟରେ କାନ ଓ ଚଷୁ କୋଣ ମଧ୍ୟରେ କେରାଏ ଲେଖାଏଁ ବାଳ ବା କଲ୍ଲୀ ଛାଡ଼ିବା —୧. To have a curl or ringlet of hair hanging down the sides between the eye and the ear.
୨. ଗାଲମୁଛା —୨. Whiskers.

ବିଶେଷଣ -

[ସମ୍ପାଦନା]

କଲ୍ଲୀ ଲମ୍ୱାଯାଇ ବିନସ୍ତ୍ୟ ହୋଇଥିବା କେଶଯୁକ୍ତ —With a curl or ringlet of hair descending in front of the ear.