Jump to content

ଜୁଳା

ଉଇକିଅଭିଧାନ‌ରୁ

ଜୁଳା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ପ୍ରାଚୀନ)—(ସଂସ୍କୃତ - ଜ୍ୱାଳା)

[ସମ୍ପାଦନା]
୧. ଜ୍ୱାଳା — ୧. Distress; pangs.
୨. ଚକ୍ଷୁର ତାରା —୨. The pupil of the eye.
୩. ତେଜ; ଦୀପ୍ତି —୩. Brightness.

ବେନି ନେତ୍ରରେ କଜ୍ଜଳ ଜୁଳା ଝଟକିତା—ପ୍ରାଚୀ ବ୍ରହ୍ମନିରୂପଣଗୀତା