ଜୁଳ୍ଜୁଳ୍
ଦେଖଣା
ଜୁଳ୍ଜୁଳ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ.—(ସଂସ୍କୃତ - ଉଜ୍ଜ୍ୱଳ କିମ୍ୱା ଜ୍ୱଳଜ୍ୱଳ)
[ସମ୍ପାଦନା]- ୧. ମିଟ୍ ମିଟ୍ କରି — ୧. In a peeping manner.
- ୨. ମୃଦୁ ଦୃଷ୍ଟି କରି —୨. With a sweet glance.
- ୩. ସ୍ନିଗ୍ଧ ଭାବରେ ଆଖି ଫିଛାଡ଼ି (ଦୃଷ୍ଟି କରିବା) — ୩. With repeated sweet glances.
- ୪. ସ୍ନିଗ୍ଧ ଭାବରେ (ଆଲୋକ ଦେବା); ଜୁକ୍ଜୁକ୍ — ୪. In a twinkling maner.
[ଦ୍ରଷ୍ଟବ୍ୟ —ଏ ଶବ୍ଦ କ୍ଷୁଦ୍ର ବସ୍ତୁର ଦୀପ୍ତି ପ୍ରକାଶ ସୂଚନା କରେ ଯଥା— କଅଁଳା ପିଲାଟି ଦୀପ ଆଡ଼କୁ ଜୁଳ୍ଜୁଳ୍ କରି ଚାହିଁଛି ଜଳଜଳ କରି ଚାହିଁବାରେ ସ୍ନିଗ୍ଧତା ଭାବ ନାହିଁ ଜଳଜଳ କରି ଚାହିଁବା=ମଟ ମଟ କରି ଚାହିଁବା ଜୁଳୁଜୁଳୁ କରି ଚାହିଁବା=ମିଟିମିଟି କରି ଚାହିଁବା ]