Jump to content

ଜୁଷ୍

ଉଇକିଅଭିଧାନ‌ରୁ

ଜୁଷ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଜୁଷ୍ ଧାତୁ=ସେବା କରିବା+କତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ସେବକ —୧. Attendant, servant.
୨. ସହାୟ —୨. Helper.
୩. ପ୍ରଣୟୀ —୩. Lover.
୪. ପୂଜକ —୪. Worshipper.


ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୂଷ)

[ସମ୍ପାଦନା]

ସରୁଆ; ଡ଼ାଲି, ମାଂସ ଆଦି ସିଝା ହୋଇ ଥିବା ପାଣି; ଝୋଳ —Broth; soup.