Jump to content

ଜୁହାର

ଉଇକିଅଭିଧାନ‌ରୁ

ଜୁହାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଅବହାର=ଯୁଦ୍ଧାଦିର ସାମୟିକ ବିରାମ; ହିନ୍ଦୀ - ଶବ୍ଦସାଗର)

[ସମ୍ପାଦନା]
୧. ଦଣ୍ଡବତ; ନମସ୍କାର; ଅଭିବାଦନ — ୧. Salutation; a bow.
୨. ରାଜା ଆଦିଙ୍କୁ ଜୋଡ଼ହାତରେ ସାଷ୍ଟାଙ୍ଗ ନମସ୍କାର — ୨. Obeisance to a high personage with folded palms.
୩. ଭୟରେ କୌଣସି ଦୁଷ୍ଟ ବ୍ୟକ୍ତିକୁ ନମସ୍କାରପୂର୍ବକ ତାହା ଠାରୁ ଦୂରରେ ଅବସ୍ଥାନ —୩. Keeping away from a wicked person, with folded hands, at a safe distance, through fear.

ଓଷ୍ଠେ ସୁଧା ସୁଦେହାରଥାଉଁ ଅମରେ ନିହାରକର କରନ୍ତି ଆହାର; ତାଙ୍କୁ ଜୁହାର ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି

(ନମସ୍କାର କଲାବେଳେ ଉଚ୍ଚାରିତ ଶବ୍ଦ)—ମହାଶୟ ନମସ୍କାର ! (Interj) Good morning ! Good day !