ଜୁହାର କରିବା
ଦେଖଣା
ଜୁହାର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୁହାର କରିବା
|
(ଜୁହାର ହେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନମସ୍କାର କରିବା — ୧. To bow down; to salute.
- ୨. ମାନ୍ୟ କରିବା — ୨. To show respect.
- ୩. ହାତ ଜୋଡ଼ି ମିନତି କରିବା — ୩. To pray or beseech with folded hands.
- ୪. କୌଣସି ବ୍ୟକ୍ତି ବା ବସ୍ତୁକୁ ଡରି ନମସ୍କାରପୂର୍ବକ ଦୂରଛଡ଼ା ହୋଇ ରହିବା — ୪. To keep oneself at a safe distance from a person or thing with folded hands, through fear.
- ୫. ହାର ମାନିବା; ଶଙ୍କି ରହିବା — ୫. To submit; to yield; to admit defeat.
(ଯଥା—ଜୁହାର କରୁଛ ଭାଈ ! ମୁଁ କି ଏଥିକି ଭାଜନ ? ମତେ ଆଉ ଏତେ ଝନ୍ଝଟ୍ରେ ପକାନା)