ଜୃମ୍ଭକ
ଦେଖଣା
ଜୃମ୍ଭକ
ଉଚ୍ଚାରଣ
[ସମ୍ପାଦନା](ଜୃଂଭକ—ଅନ୍ୟରୂପ)
(ଜମ୍ଭିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଜୃନ୍ଭ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ ସର୍ବଦା ହାଇ ମାରେ — ୧. Gaping; yawning.
- ୨. ନିଦ୍ରାକାରକ — ୨. Soporific; producing or causing sleep.
- ୩. ଆଳସ୍ୟକର — ୩. Conducting to idleness.
ବିଶେଷ୍ୟ -
[ସମ୍ପାଦନା]ଦକ୍ଷପ୍ରଜାପତିଙ୍କ କନ୍ୟାଦ୍ୱୟଙ୍କ ଗର୍ଭରେ କୃଶାଶ୍ୱ ମହର୍ଷିଙ୍କ ଔରସଜାତ ଶତପୁତ୍ର (ଏମାନେ ଅସ୍ତ୍ରରୂପରେ ରାମାୟଣରେ ବିଖ୍ୟାତ) —The hundred sons of sage Kṛuṡāṡwa born of the two daughters of Daksha, personifying weapons (mentioned in the Rāmāyaṇa).
[ଦ୍ରଷ୍ଟବ୍ୟ —ଏ ଅସ୍ତ୍ରମାନଙ୍କୁ ନିକ୍ଷେପ କଲେ ଶତ୍ରୁମାନେ ନିଦ୍ରାରେ ଅଚେତନ ହୁଅନ୍ତି ]