Jump to content

ଜୃମ୍ଭକାସ୍ତ୍ର

ଉଇକିଅଭିଧାନ‌ରୁ

ଜୃମ୍ଭକାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜୃମ୍ଭକ+ଅସ୍ତ୍ର)

[ସମ୍ପାଦନା]
୧. କୃଶାଶ୍ୱ ମୁନିଙ୍କ ଶତ ପୁତ୍ର ଅଧିଷ୍ଠିତ ଅସ୍ତ୍ର — ୧. The weapons presided over by the hundred sons of Kṛuṡāṡwa

[ଦ୍ରଷ୍ଟବ୍ୟ —ରାମଚନ୍ଦ୍ର ତାଡ଼କା ଆଦି ରାକ୍ଷସଙ୍କୁ ବଧ କରିବା ସମୟରେ ବିଶ୍ୱାମିତ୍ର ପ୍ରସନ୍ନ ହୋଇ ପ୍ରୟୋଗମନ୍ତ୍ର ସହିତ ଏ ଅସ୍ତ୍ରମାନଙ୍କୁ ରାମଚନ୍ଦ୍ରଙ୍କୁ ପ୍ରଦାନ କରିଥିଲେ ଘୋର ତପସ୍ୟା ବଳରେ ବିଶ୍ୱାମିତ୍ର ଏ ଅସ୍ତ୍ରମାନଙ୍କୁ ଅଗ୍ନିଙ୍କଠାରୁ ପାଇଥିଲେ—ହିନ୍ଦୀ - ଶବ୍ଦସାଗର ]

୨. ଯେଉଁ ଅସ୍ତ୍ର ଜୃମ୍ଭଣ କରାଏ; ଯେଉଁ ଅସ୍ତ୍ରରେ ଆହତ ଯୋଦ୍ଧୃଗଣ ନିଦ୍ରାରେ ଅବସନ୍ନ ହୋଇ ହାଇ ମାରନ୍ତି —୨. The weapon which induces sleep on persons whom it strikes.