Jump to content

ଜୃମ୍ଭତ୍

ଉଇକିଅଭିଧାନ‌ରୁ

ଜୃମ୍ଭତ୍

ଉଚ୍ଚାରଣ

[ସମ୍ପାଦନା]

(ଜୃଂଭତ୍—ଅନ୍ୟରୂପ)

(ଜୃମ୍ଭତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଜୃନ୍ଭ୍ ଧାତୁ+କର୍ତ୍ତୃ. ଅତ୍)

[ସମ୍ପାଦନା]
୧. ବିକାଶପ୍ରାପ୍ତ; ପ୍ରଷ୍କୁଟିତ; ପ୍ରକାଶମାନ — ୧. Opened; manifest.
୨. ହାଇ ମାରୁଥିବା —୨. Yawning.