ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜୃମ୍ଭ.+ସ୍ୱାର୍ଥେ କ+ସ୍ତ୍ରୀ. ଆ)
[ସମ୍ପାଦନା]
- ୧. ହାଇ — ୧. A yawn.
- ୨. ଆଳସ୍ୟ —୨. Idleness.
- ୩. ରୋଗବିଶେଷ —୩. Name of a disease.
[ଦ୍ରଷ୍ଟବ୍ୟ —ଏ ରୋଗରେ ରୋଗୀ ଅଳସ ହୁଏ ଓ ଘନଘନ ହାଇ ମାରେ; ନିଦ୍ରାକୁ ଅବରୋଧ କରିବାରୁ ଏ ରୋଗ ଜନ୍ମେ— ହିନ୍ଦୀ - ଶବ୍ଦସାଗର ]