ଜୃମ୍ଭିତ
ଦେଖଣା
ଜୃମ୍ଭିତ
ଉଚ୍ଚାରଣ
[ସମ୍ପାଦନା](ଜୃଂଭିତ—ଅନ୍ୟରୂପ)
(ଜୃମ୍ଭିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଜୃନଭ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ବିସ୍ଫାରିତ; ବିକାଶପ୍ରାପ୍ତ — ୧. Expanded; opened.
- ୨. ହାଇ ମାରୁଥିବା — ୨. Gaping; yawning.
- ୩. ମୁହଁ ଆଁ କରିବା — ୩. With mouth wide agape.
- ୪. ଚେଷ୍ଟିତ (ହିନ୍ଦୀ - ଶବ୍ଦସାଗର) —୪. Exerting.
ସଂସ୍କୃତ - ବିଶେଷ୍ୟ - (+ଭାବ. ତ)
[ସମ୍ପାଦନା]- ୧. ରମ୍ଭା (ହିନ୍ଦୀ - ଶବ୍ଦସାଗର) — ୧. Plantain.
- ୨. ସ୍ଫୋଟନ (ହିନ୍ଦୀ - ଶବ୍ଦସାଗର) —୨. Cracking>
- ୩. ସ୍ତ୍ରୀମାନଙ୍କର ଏହା ବା ଇଚ୍ଛା (ହିନ୍ଦୀ - ଶବ୍ଦସାଗର) — ୩. The desire or longing of females.