ଜେ
ଦେଖଣା
ଜେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ଜୟ)
[ସମ୍ପାଦନା](ଧନ୍ୟବାଦ, ଅଭିବାଦନ, ସମ୍ମାନ ପ୍ରଦର୍ଶନ, କୃତଜ୍ଞତା ଜ୍ଞାପନାର୍ଥ ବ୍ୟବହୃତ —Interjection used in thanksgiving; making obeisance, showing respect and gratitude)
- ୧. ଆପଣଙ୍କର (ବା ଅମୁକଙ୍କର) ଜୟ ହେଉ — ୧. Glory to Thee in the highest !
- ୨. ନମସ୍କାର ମହାଶୟ! — ୨. Obeisance to Thee !
- ୩. ଆପଣଙ୍କୁ ଧନ୍ୟବାଦ —୩. Thanks to Thee !