Jump to content

ଜେଠା

ଉଇକିଅଭିଧାନ‌ରୁ

ଜେଠା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଜ୍ୟେଷ୍ଠତାତ)

[ସମ୍ପାଦନା]

ପିତାଙ୍କ ଜ୍ୟେଷ୍ଠ ଭାଇ; ଜ୍ୟେଷ୍ଠ ତାତ; ଦଦେଇ; ଜ୍ୟେଷ୍ଠ ପିତୃବ୍ୟ —Father's elder brother; elder paternal uncle.

ଦେଶଜ - ବିଶେଷଣ - (ବଂ)

[ସମ୍ପାଦନା]
୧. ଫାଜିଲ୍ —୧. Braggart.
୨. ପ୍ରଗଳ୍ଭ —୨. Talkative.