Jump to content

ଜେଠୀ

ଉଇକିଅଭିଧାନ‌ରୁ

ଜେଠୀ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଜ୍ୟେଷ୍ଠ)

[ସମ୍ପାଦନା]
୧. ବଣିଆମାନଙ୍କ ବଂଶଗତ ଉପାଧି ବିଶେଷ — ୧. A family-title of goldsmiths.
୨. ସ୍ତ୍ରୀଙ୍କ ବଡ଼ ଭଉଣୀ; ଦେଢ଼ଶାଶୁ — ୨. Wife's elder sister.