ଜେଣ୍ଡ଼୍ ଆଭେସ୍ତା
ଦେଖଣା
ଜେଣ୍ଡ଼୍ ଆଭେସ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜେଣ୍ଡ଼୍ ଆଭେସ୍ତା
|
(ଜେଣ୍ଡ଼ାଭେଷ୍ଟା. ଜେଣ୍ଡ଼ାଭେସ୍ତା, ଜେନ୍ଦାଭେସ୍ତା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ପ୍ରାଚୀନ ଇରାନ୍ ଦେଶୀୟ ଭାଷା)
[ସମ୍ପାଦନା]ଫାର୍ସୀମାନଙ୍କ ଧର୍ମଗ୍ରନ୍ଥ —The Scripture of the Parsees written in the ancient Eranian language.