Jump to content

ଜେତା

ଉଇକିଅଭିଧାନ‌ରୁ

ଜେତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଜି ଧାତୁ=ଜୟ କରିବା+କର୍ତ୍ତୃ. ତ. ୧ମା. ୧ବ)

[ସମ୍ପାଦନା]
୧. ଯେ ଜୟ କରିଥାଏ —୧. Conquering.
୨. ଜୟଯୁକ୍ତ; ଜୟଶୀଳ —୨. Victorious.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁ (ହିନ୍ଦୀ - ଶବ୍ଦସାଗର) — ୧. A name of Bishṇu.

 : ଜୟଲାଭ କରିଥିବା ବ୍ୟକ୍ତି — ୨. Conqueror; victor.