Jump to content

ଜେନା

ଉଇକିଅଭିଧାନ‌ରୁ

ଜେନା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜି ଧାତୁରୁ)

[ସମ୍ପାଦନା]

 : ରାଜପୁତ୍ର — ୧. Prince.

ଏହିରୂପେ ତୁମ୍ଭର ଦୁଃଶାସନ ଜେନା—କୃଷ୍ଣସିଂହ. ମହାଭାରତ. ବନ

୨. କ୍ଷତ୍ରିୟମାନଙ୍କ ରକ୍ଷିତା ସ୍ତ୍ରୀର ଗର୍ଭଜାତ ସନ୍ତାନମାନଙ୍କ ଉପାଧି —୨. The title of illegitimate sons of Kshatriyas.

 : ଶୂଦ୍ର ଓ ଖଣ୍ଡାଏତମାନଙ୍କର ଉପାଧି — ୩. A family-title of Khaṇḍāetas and Ṡūdras.

[ଦ୍ରଷ୍ଟବ୍ୟ —ମେଦିନୀପୁରରେ ଏହି ଉପାଧିଧାରୀ ଓଡ଼ିଆମାନେ ଏ ଉପାଧିକୁ 'ଜାନା' ଆକାରରେ ପରିଣତ କରିଅଛନ୍ତି ]

୪. ପାଣମାନଙ୍କର ବଂଶୋପାଧି — ୪. Family-title of Pāṇas (an untouchable caste).