Jump to content

ଜେପ୍ଲୀନ୍

ଉଇକିଅଭିଧାନ‌ରୁ

ଜେପ୍ଲୀନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଜେପେଲୀନ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଜର୍ମାନ୍ ନାମ ଜେସ୍ପେଲିନ୍)

[ସମ୍ପାଦନା]

ବାୟୁ ଅପେକ୍ଷା ହାଲୁକା ଗାସ୍ଦ୍ୱାରା ପୂର୍ଣ୍ଣ ଗୋଟିଏ ବଡ଼ବମ୍ୱାରେ ଝୁଲା ଯାଇ ପରିଚାଳିତ ଏକପ୍ରକାର ଉଡ଼ାଜାହାଜ — Zeppelin; air-ship.

[ଦ୍ରଷ୍ଟବ୍ୟ —ଜର୍ମାନିନିବାସୀ କାଉଣ୍ଟ୍ ଜେସ୍ପେଲିନ୍ ନାମକ ଜଣେ ବ୍ୟକ୍ତି ଏହାର ଆବିଷ୍କାରକ ଥିଲେ ପିକା ଆକାରର ଗୋଟିଏ ବଡ଼ ବମ୍ୱା ମଧ୍ୟରେ ବାୟୁ ଅପେକ୍ଷା ହାଲୁକା ବାସ୍ପ (ଯଥା ହାଇଡ଼୍ରୋଜେନ୍) ପୁରାଇ ତହିଁ ତଳେ ଆରୋହୀଙ୍କୁ ବହନ କରିବା ଯାନ ବନ୍ଧା ଯାଏ ଓ ବାୟୁ ଅପେକ୍ଷା ଏହା ହାଲୁକା ଥିବାରୁ ଶୂନ୍ୟକୁ ଉଠେ ଏବଂ ମଟର ଯନ୍ତ୍ରଦ୍ୱାରା ଚାଳିତ ହୁଏ ସବୁ ପ୍ରକାର ଆକାଶଯାନ ଅପେକ୍ଷା ଏହା ବଡ଼ ]