ଜେର୍କଡ଼ି
ଘୋଡ଼ାର ଲଗାମର ଓଠ ତଳ ଅଂଶରୁ ପେଟି ତଳକୁ ଯାଇଥିବା ଚର୍ମରଜ୍ଜୁ (ଜେର୍ବନ୍ଦ୍)ରେ ସଂଲଗ୍ନ ମୁଦିଆ —A ring in a strip of leather joining the horse's face with the breast-plate.