ଜେର୍ ଗଡ଼ାଇବା
ଦେଖଣା
ଜେର୍ ଗଡ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜେର୍ ଗଡ଼ାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ହିସାବ ଖାତାର ପୂର୍ବପୃଷ୍ଠାର ସର୍ବନିମ୍ନରେ ମୋଟ ହୋଇଥିବା ସଂଖ୍ୟାକୁ ଅପର ପୃଷ୍ଠାର ଅଗ୍ରକୁ ଆଣି ଲେଖିବା —To carry over an account or figure from the foot of the last page to the top of the next page.