Jump to content

ଜୈଗିଷବ୍ୟ

ଉଇକିଅଭିଧାନ‌ରୁ

ଜୈଗିଷବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ନାମ) ମହାଭାରତୋକ୍ତ ଯୋଗଶାସ୍ତ୍ରବେତ୍ତା ଅଦ୍ଭୁତକର୍ମା ଋଷିବିଶେଷ — Name of a sage.

[ଦ୍ରଷ୍ଟବ୍ୟ —ଅସିତ ଦେବଳ ଜଣେ ଋଷି ଆଦିତ୍ୟ ତୀର୍ଥରେ ବାସ କରୁଥିଲେ ସେଠାରେ ଏ ଋଷି ଆସିପହଞ୍ଚି କେତେ ଦିନ ଯୋଗସାଧନା କରିବାପରେ ସିଦ୍ଧି ଲାଭ କଲେ ଏହାଙ୍କ ଯୋଗ ସିଦ୍ଧିର ମାହାତ୍ମ୍ୟ ପରୀକ୍ଷାଦ୍ୱାରା ଦେଖି ଅସିତ ଦେବଳ ଏହାର ଶିଷ୍ୟତ୍ୱ ଗ୍ରହଣ କରି ଯୋଗସିଦ୍ଧି ଲାଭକଲେ (ହିନ୍ଦୀ - ଶବ୍ଦସାଗର)]