ସଂସ୍କୃତ - ବିଶେଷ୍ୟ - (କର୍ମଧା; ଜୈତ୍ର+ମଣି)
[ସମ୍ପାଦନା]
ଜୟକ୍ଷମ ମଣି; ଜୟକାରକ ମଣି; ଯେଉଁ ମଣିକୁ ପିନ୍ଧିବା ଲୋକ ନିଶ୍ଚେ ଶତ୍ରୁକୁ ଜୟକରେ —A gem said to possess the quality of securing victory to the wearer.
ଶତ୍ରୁ ଦର୍ପହାରୀ ଏହି ଜୈତ୍ରମଣି, ଶିରୋମଣିରୂପେ ପିନ୍ଧିବୁ ନୂମଣି ରାଧାନାଥ. ନନ୍ଦୀକେଶ୍ୱରୀ