ଜୈମିନି
ଦେଖଣା
ଜୈମିନି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ପୂର୍ବମୀମାଂସା ନାମକ ଦର୍ଶନଶାସ୍ତ୍ରର ପ୍ରଣେତା ଋଷି —The name of a sage, the founder of the pūrba-mīmāṁsā school of Hindu philosophy.
[ଦ୍ରଷ୍ଟବ୍ୟ —ଏ ବ୍ୟାସଦେବଙ୍କର ୪ ମୁଖ୍ୟ ଶିଷ୍ୟମାନଙ୍କ ମଧ୍ୟରୁ ଏକ ଏ ଭାରତସଂହିତା ନାମକ ଗ୍ରନ୍ଥ ରଚନା କରିଥିବାର କଥିତ ଅଛି ତହିଁର କେବଳ ଅଶ୍ୱମେଧ ପର୍ବ ମିଳିଅଛି ବଜ୍ରପାତ କାଳରେ ଏହାଙ୍କ ନାମ ସ୍ମରଣ କରିବା ବ୍ୟକ୍ତି ଉପରେ ବଜ୍ର ପଡ଼େ ନାହିଁ ବଜ୍ର ବାରକ ଋଷି ୫ ଜଣ—ଜୈମିନୀ, ସୁମନ୍ତ୍ର, ବୌସମ୍ପାୟନ, ପୁଲସ୍ତ୍ୟ, ପୁଲହ]