ଜୋଖ
ଦେଖଣା
ଜୋଖ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଜୁଷ ଧାତୁ=ତର୍କଣା କରିବା)—ତୁଳନା; ଉପମା —୧. Comparision.
- ୨. ଓଜନ; ତଉଲ — ୨. Weighment.
[ଦ୍ରଷ୍ଟବ୍ୟ —ଏହା ମାପ ଓ ଲେଖ ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ ହୁଏ; ଲେଖାଯେଖା; ମାପଯୋଖ]
(ସଂସ୍କୃତ - ଯୁଯ ଧାତୁ) ସନ୍ଧି ସ୍ଥଳ;ଦୁଇଟି ପଦାର୍ଥ ଯୋଗହୋଇ ଥିବା ସ୍ଥାନ —Joint; a place where two things are joined together.
[[]] ୪ (ସଂସ୍କୃତ - ଯକ୍ଷ) ଜଳ ]] ୩/୪: (ଦେଖ) - ୪. Jaka ୩ and ୪ (See)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - ଯେଗ୍ୟ) ତୁଲ୍ୟ; ସଦୃଶ — ୧. Similar.
- ୨. (ସଂସ୍କୃତ - ଯୁକ୍ତ; ପ୍ରା; ଜୁକ୍କ)—ଅନ୍ୟ ବସ୍ତୁ ସଙ୍ଗେ ଜୋଖା ହୋଇଥିବା —୨. Joined to another thing.