Jump to content

ଜୋଖମ୍ଦାର

ଉଇକିଅଭିଧାନ‌ରୁ

ଜୋଖମ୍ଦାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯାହା ଉପରେ କୌଣସି ଦାୟିତ୍ୱ ଥାଏ; ଦାୟୀ (ବ୍ୟକ୍ତି) — ୧. Responsible (person).
୨. ଦାୟୀତ୍ୱପୂର୍ଣ୍ଣ (କାର୍ଯ୍ୟ) — ୨. (Work) Entailing a grave responsibility.
୩. ଯେ ବହୁ କଷ୍ଟ ସହେ —୩. Undergoing much trouble and hardship.