Jump to content

ଜୋଗଣଲାଗି

ଉଇକିଅଭିଧାନ‌ରୁ

ଜୋଗଣଲାଗି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ରାଜାଙ୍କ ପ୍ରତି ବ୍ୟବହୃତ ଶବ୍ଦ)

[ସମ୍ପାଦନା]

ଭୋଜନରେ ବ୍ୟାପୃତ — Engaged in taking food.

(ଯଥା—ଛାମୁ ବର୍ତ୍ତମାନ ଜୋଗଣଲାଗି ହୋଇଛନ୍ତି)