Jump to content

ଜୋଗଣିବା

ଉଇକିଅଭିଧାନ‌ରୁ

ଜୋଗଣିବା

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - କ୍ରି—(ସଂସ୍କୃତ - ଯୋଜନ)

୧. ରାଜାଙ୍କର ଜୋଗଣ ସାମଗ୍ରୀ ସଂଗ୍ରହ ବା ପ୍ରସ୍ତୁତ କରିବା —୧. To gather together or keep ready the victuals of a Rājā
୨. ପାଚକ ନିକଟରେ କଟା ପରିବା ଓ ବଟା ମସଲା, ଚାଉଳ ଓ ଡାଲି ଯୋଗାଇବା —To supply articles to the cook in the kitchen.