ଜୋଗାଡ଼
ଦେଖଣା
ଜୋଗାଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋଗ; ଯୋଜନ)
[ସମ୍ପାଦନା]- ୧. କୌଣସି ବିଷୟର ଆୟୋଜନ; ଉପାଦାନସଂଗ୍ରହ; ତଦ୍ୱୀର୍ —୧. Preparation; arrangement.
- ୨. କର୍ମ ନିର୍ବାହର ଉପାୟ ଓ ଉପକରଣ ସଂଗ୍ରହ — ୨. Collection of means and materials for a work.
- ୩. କନ୍ୟା ଶାଶୁଘରକୁ ଯିବା ସମୟରେ ବାପଘରୁ ତା ସଙ୍ଗେ ପଠାଯିବା ସାମଗ୍ରୀତାୟ —୩. Various articles despatched with a daughter when she is sent to her husband's family for the first time after attaining puberty.
- ୪. ଉଚିତ ବନ୍ଦୋବସ୍ତ —୪. Fit or proper management or arrangement.
- ୫. ଚେଷ୍ଟା —୫. Effort; endeavour.
- ୬. ଦେବତା ଓ ରାଜା ଆଦିଙ୍କ ଖାଦ୍ୟ ନିମନ୍ତେ ପ୍ରସ୍ତୁତ ବିବିଧ ଉପକରଣ ବା ସଜ୍ଜା —୬. A collection of eatables for Rājās or Deties
- ୭. ଉପାୟ —୭. Device; means.
- ୮. ରାଜାଙ୍କୁ ଉପହାର ଦିଆଯିବା ପ୍ରସ୍ତୁତ ମିଷ୍ଟାନ୍ନ ବା ମହା— ପ୍ରସାଦର ସଜ୍ଜା —୮. A collection of dainty foods presented to a Rājā.