ଜୋଗାଡ଼ିଆ
ଦେଖଣା
ଜୋଗାଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଉଦ୍ୟମୀ; ଅଧ୍ୟବସାୟୀ — ୧. Persevering.
- ୨. ଯେ କୌଣସି କାର୍ଯ୍ୟ ନିମନ୍ତେ ଉପଯୁକ୍ତ ଉପାୟ ଅବଲମ୍ୱନ କରେ; ଉଦ୍ଯୋଗୀ — ୨. One who takes proper stepsfor some object to be attained.
- ୩. କୌଶଳୀ —୩. Skilful.
ବିଶେଷ୍ୟ -
[ସମ୍ପାଦନା]ଯେଉଁ ମୂଲିଆ କାରିଗରର ହାତପାଖକୁ ମାଲମସଲା ଯୋଗାଇ ଦିଏ; ସୁଆଁସିଆ —A labourer who supplies materials to the mason.