Jump to content

ଜୋଗାଡ଼ିବା

ଉଇକିଅଭିଧାନ‌ରୁ

ଜୋଗାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି କାର୍ଯ୍ୟ ପାଇଁ ସମସ୍ତ ଉପକରଣ ପ୍ରସ୍ତୁତ କରି ରଖିବା — ୧. To keep every material ready.
୨. ଯୋଗାଡ଼ କରିବା; ବ୍ୟବସ୍ଥା କରିବା — ୨. To make arrangements.
୩. ରନ୍ଧନ ଆରମ୍ଭ କରିବା ପୂର୍ବରୁ ପ୍ରୟୋଜନୀୟ ଯାବତୀୟ ବନ୍ଧନସାମଗ୍ରୀ କଟା ବଟା ଇତ୍ୟାଦି କରି ପ୍ରସ୍ତୁତ କରି ରଖିବା —୩. To dress for cooking; to keep all the materials ready for cooking.
୪. ତରକାରି ଆଦି ନିମନ୍ତେ ଯଥାଯଥ ଉପକରଣ ପାକ— ହାଣ୍ଡିରେ ଏକତ୍ର ଅଜାଡ଼ିବା —୪. To pour the different necessary ingredients into the cooking pot.