ଜୋଗାଡ଼ କରିବା
ଦେଖଣା
ଜୋଗାଡ଼ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୋଗାଡ଼ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଉପକରଣ ସଂଗ୍ରହ କରିବା — ୧. T collect materials.
- ୨. କୌଣସି କାର୍ଯ୍ୟସାଧନର ଉପାୟମାନ କରିବା — ୨. To pursue the means to attain an object.
- ୩. ବନ୍ଦୋବସ୍ତ କରିବା —୩. To arrange.
- ୪. ଉଦ୍ୟମ ବା ଚେଷ୍ଟା କରିବା — ୪. To endeavour.