ଜୋଗାଡ଼ ଜନ୍ତର
ଦେଖଣା
ଜୋଗାଡ଼ ଜନ୍ତର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୋଗାଡ଼ ଜନ୍ତର
|
ଗ୍ରାମ୍ୟ - ବିଶେଷ୍ୟ - (ସହଚର ଶବ୍ଦ; ସଂସ୍କୃତ - ଯୋଜନ+ଯନ୍ତ୍ର)
[ସମ୍ପାଦନା]- ୧. କୌଣସି କାର୍ଯ୍ୟ ନିମନ୍ତେ ପ୍ରୟୋଜନୀୟ ସମସ୍ତ ଉପାୟ ଓ ଉପକରଣ —୧. All conceivable means and materials necessary for the attainment of some aim.
- ୨. ବନ୍ଦୋବସ୍ତ; ବ୍ୟବସ୍ଥା —୨. Arrangement.
- ୩. ଉଦ୍ଦ୍ୟମ; ଚେଷ୍ଟା —୩. Effort; endeavour.