ଜୋଛନା
ଚନ୍ଦ୍ରକିରଣ —Moon-light.
[ଦ୍ରଷ୍ଟବ୍ୟ —ସଂସ୍କୃତ ଶବ୍ଦସ୍ଥତ୍ସର ଦେଶକ ଭାଷାରେ ଛ ଉଚ୍ଚାରଣ ଅନ୍ୟାନ୍ୟ ସ୍ଥଳରେ ମଧ୍ୟ ଦେଖାଯାଏ; ଯଥା—ବତ୍ସା=ବଛା, ମତ୍ସ୍ୟ=ମାଛ; ଚିକିତ୍ସା=ଚିକିଛା]