Jump to content

ଜୋଟଜାଟ

ଉଇକିଅଭିଧାନ‌ରୁ

ଜୋଟଜାଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଜୋଟାଜୋଟି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯୋଗାଡ଼ଯନ୍ତ୍ର — ୧. Bringing together of different materials.
୨. ମିଳାମିଶା; ପରସ୍ପର ସମ୍ମିଳନ — ୨. Conglomeration.
୩. ବହୁ ପଦାର୍ଥକୁ ଏକତ୍ର ସଂଗ୍ରହ କରଣ — ୩. Bringing together of many things; collection.
୪. ଜୁଟାଜୁଟି; ପ୍ରେମିକ ପ୍ରେମିକା ମିଳନ ଘଟାଇବା — ୪. The causing of lovers to meet; bringing about a meeting between lovers.
୫. ଜାର ନିକଟରେ ପରସ୍ତ୍ରୀ ଜୁଟାଇବା — ୫. Pandering.