Jump to content

ଜୋଟଣ

ଉଇକିଅଭିଧାନ‌ରୁ

ଜୋଟଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୁଟଧାତୁ; କିମ୍ୱା ସଂସ୍କୃତ - ଯୋଜନ)

[ସମ୍ପାଦନା]
୧. ମିଳନ; ଜୁଟିବା —୧. Union; coming together.
୨. ଯୋଚିବା; ସଂଯୋଜନା —୨. Yoking.
୩. ଜୁଟାଇବା କର୍ମ —୩. Bringing about a union.