ଜୋଟ୍ ଖାଇବା
ଦେଖଣା
ଜୋଟ୍ ଖାଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଯୋଟକ; ସଂସ୍କୃତ - ଜୁଟ ଧାତୁ)
[ସମ୍ପାଦନା]- ୧. ବହୁ ପଦାର୍ଥ ଏକତ୍ର ଘନଭାବରେ ମିଳିଯିବା;
ଅନୁବାଦ
[ସମ୍ପାଦନା]ଜୋଟ୍ ଖାଇବା
|
ଜୋଟ ପଡ଼ିବା, ଜୋଟ୍ ଲାଗିବାଅନ୍ୟରୂପ
(ଜୋଟ୍ ଖୁଆଇବା; ଜୋଟ୍ ଖୋଇବା—ଣିଜନ୍ତରୂପ) ଅଭିନ୍ନଭାବରେ ମିଳିତ ହେବା — ୧. To be intimately mixed together; to exactly tally with each other.
- ୨. ସ୍ତ୍ରୀ ପୁରୁଷ ସଙ୍ଗମଦ୍ୱାରା ସମ୍ମିଳିତ ହେବା —୨. To be joined together in the act of copulation; to cohabit.
- ୩. ବିପରୀତ ଦିଗରୁ ଆସି ପରସ୍ପର ହାବୁଡ଼ିଯିବା — ୩. To meet each other by coming from opposite direction.
- ୪. (ଦୁଇ ଜଣଙ୍କ ମତ) ଏକ ହେବା —୪. (the opinions of two persons) To agree with each other.