ଜୋଟ କରେଇବା
ଦେଖଣା
ଜୋଟ କରେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୋଟ ଖୁଆଇବା, ଜୋଟ ଖୋଇବା, ଜୋଟ ପକାଇବା, ଜୋଟ ଲଗାଇବାଅନ୍ୟରୂପ
ଦେଶଜ - କ୍ରି. (ସଂସ୍କୃତ - ଜୁଟ ଧାତୁ=ମିଳିତ ହେବା)
[ସମ୍ପାଦନା]- ୧. ଗବାଦି ପଶୁଯୁଗଙ୍କୁ ଏକତ୍ର କରାଇ ସଙ୍ଗମ କରାଇବା —୧. To bring about the pairing or matching between a male and a female animal.
- ୨. ଦୁଇ ବସ୍ତୁକୁ ମିଳେଇବା —୨. To match two things.