ଜୋଟ ବାନ୍ଧିବା
ଦେଖଣା
ଜୋଟ ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୋଟ ବାନ୍ଧିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ବହୁ ପଦାର୍ଥ ବା ଜୀବ) ଏକତ୍ର ହେବା — ୧. To collect into a crowd or mass.
- ୨. (ଦୁଇ ଜୀବ) ସଙ୍ଗମାର୍ଥ ଏକତ୍ର ହେବା — ୨. To form into a couple; to pair.
- ୩. ଘନୀଭୂତ ହେବା —୩. To conglomerate.