Jump to content

ଜୋଡ଼ଣି

ଉଇକିଅଭିଧାନ‌ରୁ

ଜୋଡ଼ଣି

ଉଚ୍ଚାରଣ

[ସମ୍ପାଦନା]

(ଜୋଡ଼୍ନି. ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]

ପରସ୍ପର ଜୋଡ଼ା ହୋଇଥିବା — Joined together.

ବିଶେଷ୍ୟ -

[ସମ୍ପାଦନା]

ଦୁଇ ବସ୍ତୁର ପରସ୍ପର ଜୋଡ଼ା ହୋଇଥିବା

ଅବସ୍ଥା —The state of two things being joined together.