ଜୋଡ଼ତୋଡ଼
ଦେଖଣା
ଜୋଡ଼ତୋଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]- ୧. ଜୋଡ଼ିବା ଓ ଭାଙ୍ଗିବା କ୍ରିୟା — ୧. Act of joining together and breaking up.
- ୨. ଭାଙ୍ଗିବା ଓ ଜୋଡ଼ିବା ଆଦି କ୍ରିୟାଦ୍ୱାରା କୌଣସି କାର୍ଯ୍ୟର ସମାଧାନ —୨. Accomplishing a thing by all sorts of means (e.g. breaking and joining).
- ୩. ଆୟୋଜନ —୩. Arrangement.
(ଯଥା—ମୁଁ ଜୋଡ଼ତୋଡ଼ କରି ୧ ଟଙ୍କା ସଜିଲ କଲିଣି)
- ୪. ଛଳ; କପଟ —୪. Deceit.